କଟକରେ ବଢୁଛି ସଂକ୍ରମଣ: ଗୋଟିଏ ଦିନରେ ସହରରୁ ୯୩

କଟକ : କଟକ ସହରରେ ଗଲା ୩ ଦିନ ଧରି ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସାହିବସ୍ତିରୁ ସଂକ୍ରମଣ ବଢୁଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଆଜି କଟକ ସହରରୁ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାର ନିଆଳିରେ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ … Continue reading କଟକରେ ବଢୁଛି ସଂକ୍ରମଣ: ଗୋଟିଏ ଦିନରେ ସହରରୁ ୯୩